ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଆଙ୍କ ଭାଇ
ଉଦାହରଣ : କିରଣର ମାମୁ ଉଚ୍ଚ ନ୍ୟାୟାଳୟରେ ଓକିଲ ଅଛନ୍ତି
ସମକକ୍ଷ : ମାତୁଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
माँ का भाई।
The brother of your father or mother. The husband of your aunt.
ଅର୍ଥ : ମାମୁ ଠାରୁ ଜାତ
ଉଦାହରଣ : ମୋହନ ମୋର ମଉଳାପୁଅ ଭାଇ
ସମକକ୍ଷ : ମଉଳା
ଅନ୍ୟ ଭାଷାରେ ଅନୁବାଦ :हिन्दी
मामा से उत्पन्न।
ସଂସ୍ଥାପନ କରନ୍ତୁ