ଅର୍ଥ : କାହାଦ୍ୱାରା ଦେଇଥିବା କଷ୍ଟଆଦିକୁ ସହିନେବା କିମ୍ବା ତାର ପ୍ରତିକାର ବା ଦଣ୍ଡକୁ ଇଚ୍ଛା ନ କରିବା
ଉଦାହରଣ :
ଲକ୍ଷେ ଭୁଲ୍ ସତ୍ତ୍ୱେ ମହାତ୍ମା ତାଙ୍କୁ କ୍ଷମା କଲେ
ସମକକ୍ଷ : କ୍ଷମା କରିବା, କ୍ଷମା ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी के द्वारा पहुँचाये हुए कष्ट आदि को सह लेना और उसके प्रतिकार या दंड की इच्छा न करना।
लाख गलती के बावजूद महात्माजी ने उसे क्षमा किया।Stop blaming or grant forgiveness.
I forgave him his infidelity.