ଅର୍ଥ : ଯେଉଁ ଯନ୍ତ୍ରରେ ଦୂରତା ମାପହୁଏ
ଉଦାହରଣ :
ସେ ଟେପ୍ରେ ସଡ଼କ ମାପୁଥିଲା
ସମକକ୍ଷ : ଟେପ୍
ଅନ୍ୟ ଭାଷାରେ ଅନୁବାଦ :
Measuring instrument consisting of a narrow strip (cloth or metal) marked in inches or centimeters and used for measuring lengths.
The carpenter should have used his tape measure.