ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କିଛି ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାର ପ୍ରକ୍ରିୟା ବା ଅବସ୍ଥା
ଉଦାହରଣ : ଟଙ୍କାପାଇଁ ରାମ ତା ମାଲିକକୁ କରିଥିବା ଅନୁରୋଧ ବ୍ୟର୍ଥ ହୋଇଗଲା
ସମକକ୍ଷ : ଅନୁରୋଧ, ପ୍ରାର୍ଥନା, ଯାଚନା
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुछ पाने के लिए प्रार्थना करने की क्रिया या भाव।
Reverent petition to a deity.
ଅର୍ଥ : କାହାର କିଛି ସମୟପାଇଁ କୌଣସି ବସ୍ତୁ ମାଗି ନେବାର କ୍ରିୟା
ଉଦାହରଣ : ଫେରତୁ ମାଗଣ ବଳଦ ନିଜ ଘରକୁ ନେଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी के माँगने पर कुछ समय के लिए कोई वस्तु देने की क्रिया।
ସଂସ୍ଥାପନ କରନ୍ତୁ