ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଓବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଓବାଦ   ବିଶେଷ୍ୟ

ଅର୍ଥ : ମାଓ ଜେଦାଂଗ (ଜେଦୋଂଗ) ଦ୍ବାରା ଚୀନରେ ବିକଶିତ ଏକ ପ୍ରକାରର ସାମ୍ୟବାଦର ସମର୍ଥକ

ଉଦାହରଣ : ମାଓବାଦ ଉଣେଇଶ ଶହ ପଚାଶରୁ ଷାଠିଏ ମଧ୍ୟରେ ସୁବ୍ୟବସ୍ଥିତ ହୋଇଥିଲା

ସମକକ୍ଷ : ମାଉବାଦ


ଅନ୍ୟ ଭାଷାରେ ଅନୁବାଦ :

माओ ज़ेदांग (ज़ेदोंग) द्वारा चीन में विकसित एक प्रकार के साम्यवाद के समर्थक।

भाकपा माओवादी भारत का प्रमुख भूमिगत नक्सली संगठन है।
माओवादी, मावोवादी

An advocate of Maoism.

maoist

ଅର୍ଥ : ମାଓ ଜେଦାଂଗ (ଜେଦୋଂଗ) ଦ୍ବାରା ଚୀନରେ ବିକଶିତ ଏକ ପ୍ରକାରର ସାମ୍ୟବାଦ

ଉଦାହରଣ : ମାଓବାଦ ଉଣେଇଶ ଶହ ପଚାଶରୁ ଷାଠିଏ ମଧ୍ୟରେ ସୁବ୍ୟବସ୍ଥିତ ହୋଇଥିଲା

ସମକକ୍ଷ : ମାଉବାଦ


ଅନ୍ୟ ଭାଷାରେ ଅନୁବାଦ :

माओ ज़ेदांग (ज़ेदोंग) द्वारा चीन में विकसित एक प्रकार का साम्यवाद।

माओवाद उन्नीस सौ पचास से साठ के बीच पनपा।
माओवाद, मावोवाद

A form of communism developed in China by Mao Zedong.

maoism