ଅର୍ଥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ
ଉଦାହରଣ :
କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି
ସମକକ୍ଷ :
ମଇ, ମୟା
ଅନ୍ୟ ଭାଷାରେ ଅନୁବାଦ :
हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।
किसान सियारे से जुते हुए खेत को बराबर कर रहा है।
सियारा