ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଶଙ୍ଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଶଙ୍ଖ   ବିଶେଷ୍ୟ

ଅର୍ଥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ବିଂଶ ସ୍ଥାନରେ ଯେଉଁଠି ମହାଶଙ୍ଖରେ ଗୁଣିତ ହେବା ବୋଧ ହୁଏ

ଉଦାହରଣ : ଏକ ମହାଶଙ୍ଖ ତିନିରେ ମହାଶଙ୍ଖ ସ୍ଥାନରେ ଏକ ଓ ଏକକ ସ୍ଥାନରେ ତିନି ଅଛି

ସମକକ୍ଷ : ମହାଶଂଖ


ଅନ୍ୟ ଭାଷାରେ ଅନୁବାଦ :

अंकों के स्थानों की गिनती में इकाई की ओर से गिनने पर बीसवाँ स्थान जिसमें महाशंख गुणित का बोध होता है।

एक महाशंख तीन में एक महाशंख के स्थान पर और तीन इकाई के स्थान पर है।
महाशंख

ଅର୍ଥ : ଏକରେ ଉଣେଇଶଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା

ଉଦାହରଣ : ଶହେ ଶଙ୍ଖ ସହିତ ଗୋଟିଏ ମହାଶଙ୍ଖ ସମାନ ହୁଏ


ଅନ୍ୟ ଭାଷାରେ ଅନୁବାଦ :

एक पर उन्नीस शून्य लगाने से प्राप्त संख्या।

सौ शंख के बराबर एक महाशंख होता है।
महाशंख

ମହାଶଙ୍ଖ   ବିଶେଷଣ

ଅର୍ଥ : ଶହେ ଶଙ୍ଖ

ଉଦାହରଣ : ମହାଶଙ୍ଖ ବସ୍ତୁ ବୋଧେ କେହି ଦେଖିଥିବେ


ଅନ୍ୟ ଭାଷାରେ ଅନୁବାଦ :

सौ शंख।

महाशंख वस्तुएँ शायद ही किसी ने देखी हो।
महाशंख