ଅର୍ଥ : ବଡ ଧରଣର ବିନାଶ
ଉଦାହରଣ :
ମହାପ୍ରଳୟରୁ ବଞ୍ଚିବା ନିମନ୍ତେ ସମସ୍ତ ଉପାୟ ବିଫଳ ହୁଏ
ସମକକ୍ଷ : ମହାପ୍ରଳୟ
ଅନ୍ୟ ଭାଷାରେ ଅନୁବାଦ :
A state of extreme (usually irremediable) ruin and misfortune.
Lack of funds has resulted in a catastrophe for our school system.