ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାନିର୍ଦେଶାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାନିର୍ଦେଶାଳୟ   ବିଶେଷ୍ୟ

ଅର୍ଥ : ମହାନିର୍ଦେଶକଙ୍କ କାର୍ଯ୍ୟାଳୟ

ଉଦାହରଣ : ସେ ମହାନିର୍ଦେଶାଳୟ ଗଲେ


ଅନ୍ୟ ଭାଷାରେ ଅନୁବାଦ :

महानिदेशक का कार्यालय।

वह महानिदेशालय गया है।
महानिदेशालय

An office where government employees work.

government office

ଅର୍ଥ : ମହାନିର୍ଦେଶକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବ୍ୟକ୍ତିଙ୍କ ସମୂହ ବା ତାଙ୍କର କାର୍ଯ୍ୟଳୟ

ଉଦାହରଣ : ମହାନିର୍ଦେଶାଳୟ ନିଜର କର୍ମଚାରୀମାନଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟାଳୟ ସମ୍ବନ୍ଧୀ ସୂଚନାଜାରୀ କଲେ


ଅନ୍ୟ ଭାଷାରେ ଅନୁବାଦ :

महानिदेशक के कार्यालय में काम करने वालों का समूह या उनकी कार्यकारिणी।

महानिदेशालय ने अपने कर्मचारियों के लिए एक कार्यालयी सूचना जारी की है।
महानिदेशालय

A group of persons chosen to govern the affairs of a corporation or other large institution.

board of directors, directorate