ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମସଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମସଲା   ବିଶେଷ୍ୟ

ଅର୍ଥ : ତେଲ ନିମନ୍ତେ ସୁଭାଷିତ

ଉଦାହରଣ : ଲଣ୍ଠନର ମସଲା ଖତମ ହୋଇଗଲାଣି


ଅନ୍ୟ ଭାଷାରେ ଅନୁବାଦ :

तेल के लिए मंगल-भाषित।

लालटेन का मसाला खत्म हो गया है।
मसाला

ଅର୍ଥ : କୌଣସି କାମ,କଥା ଆଦିର ଆଧାର

ଉଦାହରଣ : ମଜା କରିବାପାଇଁ ଆଜି ଆପଣଙ୍କୁ ଭଲ ମସଲା ମିଳି ଗଲା


ଅନ୍ୟ ଭାଷାରେ ଅନୁବାଦ :

किसी काम, बात आदि का आधार।

आज आपको मजा लेने के लिए अच्छा मसाला मिल गया है।
मसाला

ଅର୍ଥ : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ

ଉଦାହରଣ : ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି

ସମକକ୍ଷ : ଘୋଳା, ଲେହି


ଅନ୍ୟ ଭାଷାରେ ଅନୁବାଦ :

मिट्टी,चूने सुर्खी आदि में पानी मिलाकर तैयार की हुई वह वस्तु जिससे ईंटों की जोड़ाई आदि होती है।

राजगीर गारे से दीवार जोड़ रहा है।
कंकरीट, कंक्रीट, कांक्रीट, गारा, मसाला, लेई

A strong hard building material composed of sand and gravel and cement and water.

concrete

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ

ଉଦାହରଣ : ଏହି ଢୋଲର ମସଲା ପଡ଼ିଯାଇଛି


ଅନ୍ୟ ଭାଷାରେ ଅନୁବାଦ :

किसी विशेष कार्य के लिए बनाया हुआ औषधियों या रासायनिक द्रव्यों का मिश्रण।

इस ढोल का मसाला गिर गया है।
मसाला

ଅର୍ଥ : କିଛି ଖାଦ୍ୟ ବା ପାନୀୟ ପଦାର୍ଥ ଆଦିକୁ ଅଧିକ ସ୍ୱାଦିଷ୍ଟ,ଗୁଣକାରୀ ଆଦି କରିବା ପାଇଁ ଆବଶ୍ୟକ ପଦାର୍ଥ

ଉଦାହରଣ : ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି


ଅନ୍ୟ ଭାଷାରେ ଅନୁବାଦ :

कुछ खाद्य या पेय पदार्थों आदि को अधिक स्वादिष्ट, गुणकारी आदि बनाने के लिए प्रयुक्त मिश्रित पदार्थ।

आजकल हर चीज बनाने के लिए तैयार मसाले मिलते हैं।
मसाला

Something added to food primarily for the savor it imparts.

flavorer, flavoring, flavourer, flavouring, seasoner, seasoning

ଅର୍ଥ : କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ

ଉଦାହରଣ : ଜାୟତ୍ରୀ,ଜାଇଫଳ,ଜିରାଆଦି ମସଲାର ପର୍ଯ୍ୟାୟରେ ଯାଏ ମସଲା ପକାଇଲେ ଖାଦ୍ୟ ସ୍ୱାଦିଷ୍ଟ ହୁଏ


ଅନ୍ୟ ଭାଷାରେ ଅନୁବାଦ :

कुछ खाद्य, पेय आदि पदार्थों को स्वादिष्ट, गुणकारी आदि बनाने के लिए उसमें डाला जाने वाला किसी वनस्पति का कोई भाग।

जावित्री,जायफल,जीरा आदि मसाले हैं।
मसालों के प्रयोग से भोजन स्वादिष्ट बनता है।
आहार मसाला, मसाला

Any of a variety of pungent aromatic vegetable substances used for flavoring food.

spice