ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମରବଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମରବଟ   ବିଶେଷ୍ୟ

ଅର୍ଥ : କାହାରି ମୃତ୍ୟୁ ପରେ ତାଙ୍କର ପିଲାପିଲିଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବା ଜମି

ଉଦାହରଣ : ମରବଟ ଜମିରେ ଉତ୍ପାଦିତ ଫସଲ ସାହାଯ୍ୟରେ ଏବେ ତାଙ୍କର ଜୀବନ ନିର୍ବାହ ହେଉଛି

ସମକକ୍ଷ : ମରବଟ ଜମି


ଅନ୍ୟ ଭାଷାରେ ଅନୁବାଦ :

वह माफ़ी की ज़मीन जो किसी के मर जाने पर उसके बाल बच्चों को दी जाती है।

उसकी ज़िंदगी अब मरवट की उपज के सहारे चल रही है।
मरवट