ଅର୍ଥ : ଅସୁରମାନଙ୍କ ଭଳି ଅନ୍ୟାୟ,ଅନୀତି, ଅଥବା କୁମାର୍ଗରେ ଅର୍ଜିତ ଧନ ବା ସମ୍ପତ୍ତି
ଉଦାହରଣ :
ଆଜିକାଲି ଲୋକେ ଆସୁରୀ ସମ୍ପଦ ସଂଗ୍ରହକରିବାରେ ଟିକିଏ ବି ସଙ୍କୋଚ କରୁନାହାନ୍ତି
ସମକକ୍ଷ : ଆସୁରୀ ସଂପଦ, ଆସୁରୀ ସମ୍ପଦ
ଅନ୍ୟ ଭାଷାରେ ଅନୁବାଦ :
असुरों की भाँति अन्याय, अनीति अथवा कुमार्ग से अर्जित धन या वैभव।
आजकल लोगों को आसुरीसंपत् बटोरने में थोड़ी सी भी झिझक नहीं होती है।