ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ତ୍ରଣାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ତ୍ରଣାଳୟ   ବିଶେଷ୍ୟ

ଅର୍ଥ : କୌଣସି ମନ୍ତ୍ରୀଙ୍କୁ ଦେଖାରଖା କରିବା ପାଇଁ ଥିବା ବିଭାଗ

ଉଦାହରଣ : ନୂଆ ମନ୍ତ୍ରୀ ସୁଚାରୁ ରୂପେ ମନ୍ତ୍ରଣାଳୟର କାର୍ଯ୍ୟ ତୁଲାଇବା ନିମନ୍ତେ କର୍ମଚାରୀମାନଙ୍କ ସହଯୋଗ କାମନା କଲେ


ଅନ୍ୟ ଭାଷାରେ ଅନୁବାଦ :

वह विभाग जो किसी मंत्री की देख-रेख में हो।

नए मंत्री ने मंत्रालय के कार्य को सुचारू रूप से चलाने के लिए कर्मचारियों से सहयोग की अपील की।
मंत्रालय, मन्त्रालय, मिनस्ट्री, मिनिस्ट्री

ଅର୍ଥ : ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ବିଭାଗ

ଉଦାହରଣ : ମନ୍ତ୍ରୀ ମନ୍ତ୍ରଣାଳୟ ଯାଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

मंत्री का कार्यालय या विभाग।

मंत्रीजी मंत्रालय गये हैं।
मंत्रालय, मन्त्रालय