ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନୋହର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନୋହର   ବିଶେଷ୍ୟ

ଅର୍ଥ : ଛପ୍ପୟ ଛନ୍ଦର ଗୋଟିଏ ଭେଦ

ଉଦାହରଣ : ମନୋହରରେ ତେରଟି ଗୁରୁ, ଏକ ଶହ ଛବିଶଟି ଲଘୁ ଏବଂ ଏକ ଶହ ବାଉନଟି ମାତ୍ରା ଥାଏ


ଅନ୍ୟ ଭାଷାରେ ଅନୁବାଦ :

छप्पय छंद का एक भेद।

मनोहर में तेरह गुरु, एक सौ छब्बीस लघु एवं एक सौ बावन मात्राएँ होती हैं।
मनोहर

ଅର୍ଥ : ଗୋଟିଏ ସଂକର ଛନ୍ଦ

ଉଦାହରଣ : ସଂଗୀତଜ୍ଞ ମନୋହର ରାଗରେ ଗାଉଛନ୍ତି

ସମକକ୍ଷ : ମନୋହର ରାଗ


ଅନ୍ୟ ଭାଷାରେ ଅନୁବାଦ :

एक संकर राग।

संगीतज्ञ मनोहर राग गा रहा है।
मनोहर, मनोहर राग

Any of various fixed orders of the various diatonic notes within an octave.

mode, musical mode

ମନୋହର   ବିଶେଷଣ

ଅର୍ଥ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର

ଉଦାହରଣ : ତା ପୁଅ ବହୁତ ସୁନ୍ଦର

ସମକକ୍ଷ : କମନୀୟ, ଚାରୁ, ମନୋଜ୍ଞ, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ, ସୁନ୍ଦର


ଅନ୍ୟ ଭାଷାରେ ଅନୁବାଦ :

Pleasing in appearance especially by reason of conformity to ideals of form and proportion.

A fine-looking woman.
A good-looking man.
Better-looking than her sister.
Very pretty but not so extraordinarily handsome.
Our southern women are well-favored.
better-looking, fine-looking, good-looking, handsome, well-favored, well-favoured

ଅର୍ଥ : ମନକୁ ଲୋଭେଇବା

ଉଦାହରଣ : ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ

ସମକକ୍ଷ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ଲଳିତ, ସୁନ୍ଦର, ସୁରମ୍ୟ


ଅନ୍ୟ ଭାଷାରେ ଅନୁବାଦ :

Pleasing to the eye or mind especially through beauty or charm.

A remarkably attractive young man.
An attractive personality.
Attractive clothes.
A book with attractive illustrations.
attractive

ଅର୍ଥ : ଯିଏ ଦେଖିବାକୁ ସୁନ୍ଦର

ଉଦାହରଣ : ଶିଶୁ କୃଷ୍ଣଙ୍କ ସୁଦର୍ଶନ ଛବି ଗୋପୀମାନଙ୍କ ମନ ମୋହିତ କରୁଥିଲା

ସମକକ୍ଷ : ମନମୋହକ, ମନୋରମ, ସୁଦର୍ଶନ


ଅନ୍ୟ ଭାଷାରେ ଅନୁବାଦ :

जिसे सरलता या आसानी से देखा जा सके।

पंडालों की सुदर्शन प्रतिमाएँ बहुत ही भव्य थीं।
सुदर्श, सुदर्शन

Very pleasing to the eye.

My bonny lass.
There's a bonny bay beyond.
A comely face.
Young fair maidens.
bonnie, bonny, comely, fair, sightly

ଅର୍ଥ : ବହୁତ ବଢ଼ିଆ କିମ୍ବା ଭଲ

ଉଦାହରଣ : ସେ ଦିବ୍ୟ ବସ୍ତ୍ର ଧାରଣ କରିଛି

ସମକକ୍ଷ : ଦିବ୍ୟ, ସ୍ୱର୍ଗୀୟ


ଅନ୍ୟ ଭାଷାରେ ଅନୁବାଦ :

बहुत ही बढ़िया या अच्छा।

उसने दिव्य वस्त्र धारण किया।
दिव्य

ଅର୍ଥ : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ

ଉଦାହରଣ : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ

ସମକକ୍ଷ : ଆନନ୍ଦ, ତୃପ୍ତ, ପ୍ରସନ୍ନ, ପ୍ରୀତିକର, ହର୍ଷ


ଅନ୍ୟ ଭାଷାରେ ଅନୁବାଦ :

सफलता पाने के कारण जिसकी मुँह की लाली रह गई हो।

उसका सुर्खरू चेहरा मैं कभी भूल नहीं पाऊँगा।
सुर्खरू, सुर्ख़रू