ଅର୍ଥ : ଯେ ନିଜ ଅଧିନରେ ନାହିଁ
ଉଦାହରଣ :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ସମକକ୍ଷ : ଉନ୍ମତ୍ତ, ପାଗଳ, ଭ୍ରାନ୍ତ
ଅନ୍ୟ ଭାଷାରେ ଅନୁବାଦ :
Marked by uncontrolled excitement or emotion.
A crowd of delirious baseball fans.ଅର୍ଥ : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଉଦାହରଣ :
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ସମକକ୍ଷ : "ମଦୋନ୍ମତ୍ତ, ପ୍ରମତ୍ତ, ମତୁଆଲା, ମତ୍ତ, ମଦମସ୍ତ
ଅନ୍ୟ ଭାଷାରେ ଅନୁବାଦ :
Stupefied or excited by a chemical substance (especially alcohol).
A noisy crowd of intoxicated sailors.