ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତଭେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତଭେଦ   ବିଶେଷ୍ୟ

ଅର୍ଥ : ଆପସରେ ମିଶୁନଥିବା ଦୁଇ ବା ଅଧିକ ବ୍ୟକ୍ତି ବା ପକ୍ଷଙ୍କ ମତ

ଉଦାହରଣ : ନିଜ ନିଜ ମତଭେଦ ଯୋଗୁଁ ଏହି କାର୍ଯ୍ୟ ହୋଇପାରୁନାହିଁ

ସମକକ୍ଷ : ଅନୈକ୍ୟ, ମତଭିନ୍ନତା, ମତାନ୍ତର


ଅନ୍ୟ ଭାଷାରେ ଅନୁବାଦ :

वह अवस्था जिसमें दो या अधिक व्यक्तियों या पक्षों के मत आपस में नहीं मिलते हैं।

आपसी मतभेद के कारण यह कार्य नहीं हो सका।
अनैक्य, मत भिन्नता, मतभेद, मतांतर, वैमत्य

A conflict of people's opinions or actions or characters.

disagreement, dissension, dissonance