ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣିପୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣିପୁର   ବିଶେଷ୍ୟ

ଅର୍ଥ : ଯୋଗ ଅନୁସାରେ ମାନବ ଶରୀରର ଷଡଚକ୍ର ମଧ୍ୟରୁ ତୃତୀୟ

ଉଦାହରଣ : ନାଭିଦେଶରେ ମଣିପୁର ଚକ୍ର ଅବସ୍ଥିତ

ସମକକ୍ଷ : ମଣିପୁର ଚକ୍ର


ଅନ୍ୟ ଭାଷାରେ ଅନୁବାଦ :

योगानुसार मानव शरीर के छः चक्रों में से तीसरा।

मणिपुर नाभिदेश में अवस्थित है।
मणिपुर, मणिपुर चक्र

ଅର୍ଥ : ଭାରତର ଏକ ଉତ୍ତର-ପୂର୍ବ ପ୍ରଦେଶ

ଉଦାହରଣ : ଲର୍ଡ୍ ଇରୱିନ୍ ମଣିପୁରକୁ ଭାରତର ସୁଇଜରଲାଣ୍ଡ ବୋଲି କହିଥିଲେ


ଅନ୍ୟ ଭାଷାରେ ଅନୁବାଦ :

भारत का एक उत्तर-पूर्वी प्रदेश।

लार्ड इर्विन ने मणिपुर को भारत का स्विट्जरलैंड कहा है।
मणिपुर

State in northeastern India.

manipur