ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ମଞ୍ଜି ଅଛି
ଉଦାହରଣ : ମଞ୍ଜିଆ ବାଇଗଣର ଭରତା ଭଲଲାଗେ ନାହିଁ
ସମକକ୍ଷ : ମଞ୍ଜିଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें बीज हो।
Full of seeds.
ଅର୍ଥ : ଯେଉଁଥିରେ ବୀଜ ଅଛି
ଉଦାହରଣ : ପିଜୁଳି,ଡାଳିମ୍ବ ଆଦି ବୀଜଯୁକ୍ତ ଫଳ
ସମକକ୍ଷ : ବୀଜଯୁକ୍ତ
Having seeds as specified.
ସଂସ୍ଥାପନ କରନ୍ତୁ