ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗଳୋତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗଳୋତ୍ସବ   ବିଶେଷ୍ୟ

ଅର୍ଥ : ମଙ୍ଗଳ କାର୍ଯ୍ୟଆଦି ନିମନ୍ତେ କରାଯାଉଥିବା ଉତ୍ସବ

ଉଦାହରଣ : ପୁଅର ଜନ୍ମଦିନରେ ସେ ମଙ୍ଗଳୋତ୍ସବର ଆୟୋଜନ କଲେ

ସମକକ୍ଷ : ମାଙ୍ଗଳିକ କାର୍ଯ୍ୟକ୍ରମ, ଶୁଭୋତ୍ସବ


ଅନ୍ୟ ଭାଷାରେ ଅନୁବାଦ :

वह उत्सव जो मंगल कार्य आदि के दौरान किया जाता है।

बेटे के जन्मदिवस पर उसने मंगलोत्सव का आयोजन किया।
मंगल उत्सव, मंगलोत्सव, शुभ उत्सव, शुभोत्सव

Any joyous diversion.

celebration, festivity