ଅର୍ଥ : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି
ଉଦାହରଣ :
ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ
ସମକକ୍ଷ : ଅଙ୍ଗାରକ, ଭୂମିଜ, ଭୌମ, ଲୋହିତାଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।
वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।ଅର୍ଥ : ମଙ୍ଗଳ ସୂଚକ ବିଚାର କରାଯାଉଥିବା ବାମଙ୍ଗଳ କରୁଥିବା ଗ୍ରହ
ଉଦାହରଣ :
ଏହି ସମୟରେ ମଙ୍ଗଳକାରୀ ଗ୍ରହ ରୂପରେ ବୁଧ ଆପଣଙ୍କ କୁଣ୍ଡଳୀର ଚତୁର୍ଥ ଘରେ ଅବସ୍ଥାନ କରୁଛନ୍ତି
ସମକକ୍ଷ : ମଂଗଳ ଗ୍ରହ, ମଂଗଳକାରୀ ଗ୍ରହ, ମଙ୍ଗଳକାରୀ ଗ୍ରହ
ଅନ୍ୟ ଭାଷାରେ ଅନୁବାଦ :
मंगल करनेवाला ग्रह या वह ग्रह जो मंगल का सूचक माना जाए।
इस समय बुध मंगलग्रह के रूप में आपके कुंडली के चौथे घर में विराजमान है।