ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମକ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମକ୍କା   ବିଶେଷ୍ୟ

ଅର୍ଥ : ଆରବରେ ଅବସ୍ଥିତ ମୁସଲମାନମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ

ଉଦାହରଣ : ହଜ୍‌ କରିବାପାଇଁ ମୁସଲମାନ୍‌ ଲୋକେ ମକ୍କା ଯାଆନ୍ତି


ଅନ୍ୟ ଭାଷାରେ ଅନୁବାଦ :

अरब में स्थित मुसलमानों का एक प्रसिद्ध तीर्थ स्थान जो मुहम्मद पैगंबर की जन्मभूमि भी है।

मुसलमान लोग हज करने मक्का जाते हैं।
क़िबला, किबला, मक्का

ଅର୍ଥ : ଏକ ପ୍ରକାର ମୋଟା ଶସ୍ୟ ଯାହା ଖାଦ୍ୟରୂପରେ ବ୍ୟବହୃତ ହୁଏ

ଉଦାହରଣ : ମୋହନ ମକ୍କା ଅଟା ତିଆରି ରୁଟି ଖାଇବାକୁ ପସନ୍ଦ କରେ


ଅନ୍ୟ ଭାଷାରେ ଅନୁବାଦ :

एक मोटा अनाज जो खाने के काम आता है।

सोहन मक्के के आटे की रोटी खाना पसंद करता है।
इक्षुपात्रा, मकई, मक्का, मक्की

The dried grains or kernels or corn used as animal feed or ground for meal.

corn