ଅର୍ଥ : ଯେଉଁ ଶାରୀରିକ ଅବସ୍ଥାରେ ଶରୀରର କୌଣସି ଅଙ୍ଗର ଖଞ୍ଜା ବା ମାଂସପେଶୀ ତଳ ଉପର ହୋଇଯାଇଥାଏ
ଉଦାହରଣ :
ପାହାଚରୁ ଓହ୍ଲାଇବା ସମୟରେ ରଜନୀର ଗୋଡ଼ରେ ମକଚି ହୋଇଗଲା
ସମକକ୍ଷ : ମୋଡ଼
ଅନ୍ୟ ଭାଷାରେ ଅନୁବାଦ :
वह शारीरिक अवस्था जिसमें शरीर के किसी अंग का जोड़ या मांसपेशियाँ कुछ इधर-उधर हट जाती हैं।
सीढ़ियों से उतरते समय रजनी के पैर में मोच आ गई।