ଅର୍ଥ : ଖାଦ୍ୟ ଖାଇବା କ୍ରିୟା
ଉଦାହରଣ :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
ସମକକ୍ଷ : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
ଉଦାହରଣ :
ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
ଉଦାହରଣ :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
ସମକକ୍ଷ : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ
ଅନ୍ୟ ଭାଷାରେ ଅନୁବାଦ :
The act of using.
He warned against the use of narcotic drugs.ଅର୍ଥ : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
ଉଦାହରଣ :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
ସମକକ୍ଷ : ଆହାର, ଭକ୍ଷ ପଦାର୍ଥ, ଶିକାର
ଅନ୍ୟ ଭାଷାରେ ଅନୁବାଦ :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet