ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋକିଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋକିଲା   ବିଶେଷଣ

ଅର୍ଥ : ଯାହାକୁ ଭୋକ ଲାଗୁଛି

ଉଦାହରଣ : ମା’ ଭୋକିଲା ପିଲାକୁ ଦୁଧ ପିଆଉଛନ୍ତି

ସମକକ୍ଷ : କ୍ଷୁଧାତୁର, କ୍ଷୁଧିତ


ଅନ୍ୟ ଭାଷାରେ ଅନୁବାଦ :

जिसे भूख लगी हो।

माँ भूखे बच्चे को दूध पिला रही है।
क्षुधातुर, क्षुधित, छुधित, भुक्खड़, भूखड़, भूखा

ଅର୍ଥ : ଯେ ଭୋକରେ ମରୁଛି

ଉଦାହରଣ : ଆଜିକାଲି ବହୁତ ଭୋକିଲା ଲୋକ ସହରର ସଡ଼କରେ ଭିକ ମାଗୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जो भूखों मरता हो।

आजकल कितने ही भुखमरे व्यक्ति शहरों में सड़कों पर भीख माँगते हैं।
भुखमरा

Extremely hungry.

They were tired and famished for food and sleep.
A ravenous boy.
The family was starved and ragged.
Fell into the esurient embrance of a predatory enemy.
esurient, famished, ravenous, sharp-set, starved

ଅର୍ଥ : ଯେ କିଛି (ଅନ୍ନ ଆଦି) ଖିଆପିଆ କରି ନାହିଁ

ଉଦାହରଣ : ସେ କେତେକ ନିରାହାର ଲୋକଙ୍କୁ ଖାଇବାକୁ ଦେଉଛନ୍ତି

ସମକକ୍ଷ : ଉପାସିଆ, ନିରନ୍ନ, ନିରାହାର


ଅନ୍ୟ ଭାଷାରେ ଅନୁବାଦ :

जो कुछ (अन्न आदि) खाया पिया न हो।

वह कुछ निराहार व्यक्तियों को भोजन करा रहा है।
अनाहार, उपासा, निरन्न, निरन्ना, निराहार, भूखा

Suffering from lack of food.

starved, starving