ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୈରବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୈରବୀ   ବିଶେଷ୍ୟ

ଅର୍ଥ : ଦୁର୍ଗାଙ୍କର ଗୋଟିଏ ରୂପ

ଉଦାହରଣ : ଦୁଷ୍ଟମାନଙ୍କୁ ହତ୍ୟା କରିବାପାଇଁ ମା ଦୁର୍ଗା ଭୈରବୀ ରୂପ ଧାରଣ କରିଥିଲେ

ସମକକ୍ଷ : ମା ଭୈରବୀ


ଅନ୍ୟ ଭାଷାରେ ଅନୁବାଦ :

दुर्गा का एक रूप।

दुष्टों का हनन करने के लिए माँ दुर्गा ने भैरवी रूप धारण किया था।
भैरवी, माँ भैरवी

ଅର୍ଥ : ସକାଳେ ଗାନ କରାଯାଉଥିବା ଏକ ରାଗିଣୀ

ଉଦାହରଣ : ସେ ଭୈରବୀ ଗାଉଛି


ଅନ୍ୟ ଭାଷାରେ ଅନୁବାଦ :

सवेरे गाई जानेवाली एक रागिनी।

वह भैरवी गा रहा है।
भैरवी

Any of various fixed orders of the various diatonic notes within an octave.

mode, musical mode

ଭୈରବୀ   ବିଶେଷଣ

ଅର୍ଥ : ଭୈରବ ସମ୍ବନ୍ଧୀୟ

ଉଦାହରଣ : ସେ ଭୈରବୀ କଷ୍ଟରୁ ମୁକ୍ତି ପାଇବାପାଇଁ ଭୈରବ ଆରାଧନା କରୁଛି


ଅନ୍ୟ ଭାଷାରେ ଅନୁବାଦ :

भैरव-संबंधी।

वह भैरवी यातना से छुटकारा पाने के लिए भैरव की आराधना करता है।
भैरवी