ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୈରବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୈରବ   ବିଶେଷ୍ୟ

ଅର୍ଥ : ଛଅଟି ରାଗ ମଧ୍ୟରୁ ଗୋଟିଏ

ଉଦାହରଣ : ସେ ଭୈରବ ରାଗ ଗାଉଛି

ସମକକ୍ଷ : ଭୈରବ ରାଗ, ରାଗ ଭୈରବ


ଅନ୍ୟ ଭାଷାରେ ଅନୁବାଦ :

छह रागों में से एक।

वह राग भैरव गा रहा है।
भैरव, भैरव राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଶିବଙ୍କର ଏକ ପ୍ରକାର ଗଣ

ଉଦାହରଣ : ତନ୍ତ୍ରମନ୍ତ୍ରରେ ସିଦ୍ଧିପାଇଁ ଲୋକେ ଭୈରବଙ୍କୁ ଉପାସନା କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

शिव के एक प्रकार के गण।

तंत्र-मंत्र की सिद्धि के लिए लोग भैरव की उपासना करते हैं।
भैरव, भैरो, भैरोजी

An imaginary being of myth or fable.

mythical being