ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଦକ   ବିଶେଷଣ

ଅର୍ଥ : ଭେଦ ବା ଅନ୍ତର କରିବାବାଲା

ଉଦାହରଣ : ଅତ୍ୟନ୍ତ ପ୍ରାରମ୍ଭିକ ସାମାଜିକ ବ୍ୟବସ୍ଥାରେ ଚର୍ମକୁ ଭେଦକ ଆଧାର ଭାବରେ ଗ୍ରହଣ କରାଯାଏ

ସମକକ୍ଷ : ଭେଦକାରୀ


ଅନ୍ୟ ଭାଷାରେ ଅନୁବାଦ :

भेद या अंतर करने वाला।

अत्यंत प्रारंभिक सामाजिक व्यवस्था में त्वचा को भेदक आधार माना गया था।
प्रभेदक, भेदक, भेदकारी

ଅର୍ଥ : ଭେଦିବା ବା ଛେଦିବା ବାଲା

ଉଦାହରଣ : କିଛି ଭେଦକାରୀ କୀଟ କାଠର ଭିତରପଟୁ ଖାଇ ଯାଆନ୍ତି

ସମକକ୍ଷ : ଭେଦକାରୀ


ଅନ୍ୟ ଭାଷାରେ ଅନୁବାଦ :

भेदने या छेदने वाला।

कुछ भेदक कीड़े लकड़ी को अंदर से खा जाते हैं।
भेदक, भेदकारी, वेधक