ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂଷା   ବିଶେଷ୍ୟ

ଅର୍ଥ : ଚଢ଼େଇଆର ବଡ ଲମ୍ବା, ତୀକ୍ଷଣ ବାଉଁଶ ଯାହା ଶିକାରକୁ ଫାନ୍ଦରେ ପକାଇବାରେ ସାହାଯ୍ୟ କରେ

ଉଦାହରଣ : ଶିକାରୀ ହାତରେ ଖେଞ୍ଚୁଣୀ ଧରି ଜଙ୍ଗଲରେ ବୁଲୁଥିଲା

ସମକକ୍ଷ : ଖେଞ୍ଚୁଣୀ, ନଗି, ଲଗି


ଅନ୍ୟ ଭାଷାରେ ଅନୁବାଦ :

बहेलियों का वह लम्बा, नुकीला बाँस जो शिकार फँसाने के काम आता है।

बहेलिया हाथ में कोंचनी लिए जंगल में घूम रहा था।
कोंचनी, कोंचा, कोचनी, खोंचा