ଅର୍ଥ : ପୃଥିବୀର କୌଣସି ବଡ଼ ଭାଗ ବା କ୍ଷେତ୍ର
ଉଦାହରଣ :
ଭାରତ ଏଭଳି ଏକ ଭୂ-ଖଣ୍ଡ, ଯେଉଁଠାରେ ନାନା ପ୍ରକାରର ଭାଷା କୁହାଯାଇଥାଏ
ସମକକ୍ଷ : ଭୂ-ଖଣ୍ଡ, ଭୂଭାଗ, ଭୌଗୋଳିକ କ୍ଷେତ୍ର
ଅନ୍ୟ ଭାଷାରେ ଅନୁବାଦ :
पृथ्वी का कोई बड़ा भाग या क्षेत्र।
भारत एक ऐसा भू-भाग है जहाँ नाना प्रकार की भाषाएँ बोली जाती हैं।