ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
ଉଦାହରଣ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
ସମକକ୍ଷ : ଜମି, ପୃଥିବୀ, ଭୂପୃଷ୍ଠ, ମାଟି
ଅନ୍ୟ ଭାଷାରେ ଅନୁବାଦ :हिन्दी
चित्र बनाने के लिए मसाले से तैयार की हुई सतह या तल।
ଅର୍ଥ : ଯେଉଁ ଭୂମି ଜଳ ଶୂନ୍ୟ
ଉଦାହରଣ : ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ
ସମକକ୍ଷ : ଧରା, ଧରିତ୍ରୀ, ଭୂମି, ସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह भूमि जो जल से रहित हो।
The solid part of the earth's surface.
ସଂସ୍ଥାପନ କରନ୍ତୁ