ଅର୍ଥ : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
ଉଦାହରଣ :
ଆଜି ମୁଁ ଚାବି ଘରେ ଭୁଲି ଆସିଛି
ସମକକ୍ଷ : ଛାଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭୁଲିବା ଅବସ୍ଥାକୁ ଆସିବା ବା କାମ ଆଦିରେ ଲାଗିଯିବାହେତୁ ଶାନ୍ତ ହେବା
ଉଦାହରଣ :
ପିଲାମାନେ ମିଠାକଥାରେ ସହଜରେ ଭୁଲିଯାନ୍ତି
ଅନ୍ୟ ଭାଷାରେ ଅନୁବାଦ :
Cause someone to believe an untruth.
The insurance company deceived me when they told me they were covering my house.