ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଜେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଜେଇବା   କ୍ରିୟାପଦ

ଅର୍ଥ : ପାଣି ବା କିଛି ତରଳ ପଦାର୍ଥରେ ଓଦାହେବାପାଇଁ କୌଣସି ବସ୍ତୁକୁ ସେଥିରେ ବୁଡ଼ାଇବା

ଉଦାହରଣ : ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି

ସମକକ୍ଷ : ଆର୍ଦ୍ର କରିବା, ପାଣିରେ ବୁଡ଼ାଇ ରଖିବା, ଭିଜାଇବା


ଅନ୍ୟ ଭାଷାରେ ଅନୁବାଦ :

किसी वस्तु को पानी अथवा किसी तरल पदार्थ से तर करने के लिए उसमें डुबाना।

सुबह खाने के लिए माँ रोज रात को चना भिगोती हैं।
भिंगाना, भिंजाना, भिगाना, भिगोना, भिजाना

Submerge in a liquid.

I soaked in the hot tub for an hour.
soak