ଅର୍ଥ : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା
ଉଦାହରଣ :
ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି
ସମକକ୍ଷ : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବାତ୍ମକ, ମାର୍ମିକ, ହୃଦୟସ୍ପର୍ଶୀ
ଅନ୍ୟ ଭାଷାରେ ଅନୁବାଦ :
भाव से भरा हुआ या हृदय को प्रभावित करने वाला।
वह भावपूर्ण काव्य पढ़ रहा है।