ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଜ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଜ୍ୟ   ବିଶେଷ୍ୟ

ଅର୍ଥ : ସେହି ସଂଖ୍ୟା ବା ରାଶି ଯାହାକୁ ଭାଜକ ଅଙ୍କ ବା ସଂଖ୍ୟାରେ ଭାଗ କରାଯାଏ

ଉଦାହରଣ : ଭାଜ୍ୟକୁ ଭାଜକଦ୍ୱାରା ଭାଗକଲାରୁ ଭାଗଫଳ ଚାରି ହେଲା

ସମକକ୍ଷ : ବିଭାଜ୍ୟସଂଖ୍ୟା, ଭାଜ୍ୟସଂଖ୍ୟା


ଅନ୍ୟ ଭାଷାରେ ଅନୁବାଦ :

वह संख्या या राशि जिसमें भाजक अंक या संख्या से भाग दिया जाता है।

विभाज्य संख्या में विभाजक संख्या से भाग करने पर भागफल चार आया।
भाज्य, विभाज्य, विभाज्य संख्या

A number to be divided by another number.

dividend

ଭାଜ୍ୟ   ବିଶେଷଣ

ଅର୍ଥ : ଯାହା ଭାଗ କରାଯାଇ ପାରିବ

ଉଦାହରଣ : ଚାରି ଦୁଇଦ୍ୱାରା ବିଭାଜ୍ୟ

ସମକକ୍ଷ : ବିଭାଜନୀୟ, ବିଭାଜ୍ୟ


ଅନ୍ୟ ଭାଷାରେ ଅନୁବାଦ :

जिसका विभाग किया जा सके या जिसे बाँटा जा सके।

चार दो से विभाज्य है।
भाज्य, विभाजनीय, विभाज्य

Capable of being or liable to be divided or separated.

Even numbers are divisible by two.
The Americans fought a bloody war to prove that their nation is not divisible.
divisible