ଅର୍ଥ : ବଳ,ପ୍ରଭାବ,ମହତ୍ୱ,ବିସ୍ତାର ଆଦି କମାଇବା ବା ନଷ୍ଟ କରିବା
ଉଦାହରଣ :
ବହୁଦିନର ରୋଗ ତାକୁ ଭାଙ୍ଗିଦେଲା
ସମକକ୍ଷ : ଅସକ୍ତ କରିଦେବା, ଦୁର୍ବଳ କରିଦେବା
ଅନ୍ୟ ଭାଷାରେ ଅନୁବାଦ :
बल, प्रभाव, महत्व, विस्तार आदि घटाना या नष्ट करना।
लंबी बीमारी ने उसे तोड़ दिया।Weaken or destroy in spirit or body.
His resistance was broken.