ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭସ୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭସ୍ମ   ବିଶେଷ୍ୟ

ଅର୍ଥ : ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି

ଉଦାହରଣ : ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି

ସମକକ୍ଷ : ପାଉଁଶ


ଅନ୍ୟ ଭାଷାରେ ଅନୁବାଦ :

अग्निहोत्र की राख जिसे शिव भक्त माथे पर लगाते और शरीर पर मलते हैं।

साधु बाबा भस्म लगाकर साधना में लीन हैं।
भस्म

ଅର୍ଥ : ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର

ଉଦାହରଣ : କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ

ସମକକ୍ଷ : କ୍ଷାର, ଖାର, ଜାଲ


ଅନ୍ୟ ଭାଷାରେ ଅନୁବାଦ :

वनस्पतियों आदि को जलाकर तैयार किया हुआ क्षार या खार।

केले के पत्ते से प्राप्त जाल को शहद में मिलाकर खाने से खाँसी ठीक होती है।
जाल

ଅର୍ଥ : ଚିକିତ୍ସାଶାସ୍ତ୍ରରେ ଔଷଧରୂପେ ବ୍ୟବହାର କରିବାପାଇଁ ଧାତୁଆଦିର ଯେଉଁରୂପକୁ ଏକ ବିଶିଷ୍ଟ ପ୍ରକ୍ରିୟାଦ୍ୱାରା ଫୁଙ୍କିବାଫଳରେ ପ୍ରାପ୍ତ ହୋଇଥାଏ

ଉଦାହରଣ : ଚ୍ୟବନପ୍ରାସରେ ସୁନା, ରୁପା ଆଦିର ଭସ୍ମ ମଧ୍ୟ ମିଶାଯାଏ


ଅନ୍ୟ ଭାଷାରେ ଅନୁବାଦ :

वैद्यक में औषध की तरह काम में लाने के लिए धातुओं आदि का वह रूप जो उन्हें विशिष्ट क्रियाओं से फूँकने पर प्राप्त होता है।

च्यवनप्राश में सोने, चाँदी आदि का भस्म भी मिलाया जाता है।
भस्म