ଅର୍ଥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ଉଦାହରଣ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ସମକକ୍ଷ : କଲ୍ୟାଣ, ମଙ୍ଗଳ, ଶୁଭ, ହିତ
ଅନ୍ୟ ଭାଷାରେ ଅନୁବାଦ :
A contented state of being happy and healthy and prosperous.
The town was finally on the upbeat after our recent troubles.ଅର୍ଥ : କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ
ଉଦାହରଣ :
ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଲ ହେବ ଯେ
ଉଦାହରଣ :
ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
ଅନ୍ୟ ଭାଷାରେ ଅନୁବାଦ :
अच्छा हो कि।
अच्छा हो कि आप घाव धोने के लिए गुनगुने पानी का प्रयोग करें।More readily or willingly.
Clean it well, preferably with warm water.ଅର୍ଥ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
ଉଦାହରଣ :
ଆଜି ସଚିନ୍ ଭଲ ଖେଳିଲା
ସମକକ୍ଷ : ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।ଅର୍ଥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
ଉଦାହରଣ :
ଆଜିର ପାଗ ବହୁତ ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :
Having great beauty and splendor.
A glorious spring morning.ଅର୍ଥ : ଯାହାର ସ୍ୱାଦ ଭଲ
ଉଦାହରଣ :
ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା
ସମକକ୍ଷ : ମଧୁର, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
Extremely pleasing to the sense of taste.
delectable, delicious, luscious, pleasant-tasting, scrumptious, toothsome, yummyଅର୍ଥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଉଦାହରଣ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ସମକକ୍ଷ : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଶୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Free of extraneous elements of any kind.
Pure air and water.ଅର୍ଥ : ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
ଉଦାହରଣ :
ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
ସମକକ୍ଷ : ଠିକ୍ ଠାକ୍
ଅନ୍ୟ ଭାଷାରେ ଅନୁବାଦ :
Being satisfactory or in satisfactory condition.
An all-right movie.ଅର୍ଥ : ଯାହା ଗୁଣବତ୍ତାସହ ଯୁକ୍ତ
ଉଦାହରଣ :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ସମକକ୍ଷ : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।ଅର୍ଥ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
ଉଦାହରଣ :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ସମକକ୍ଷ : ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ବଢ଼ିଆ
ଉଦାହରଣ :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
ସମକକ୍ଷ : ଅତିଉତ୍ତମ, ବହୁତ ଭଲ, ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :
Very good. Of the highest quality.
Made an excellent speech.ଅର୍ଥ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଉଦାହରଣ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Having desirable or positive qualities especially those suitable for a thing specified.
Good news from the hospital.ଅର୍ଥ : ଯାହା ଶୁଭ ବା ଭଲ
ଉଦାହରଣ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
Auguring favorable circumstances and good luck.
An auspicious beginning for the campaign.ଅର୍ଥ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
ଉଦାହରଣ :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
ଅନ୍ୟ ଭାଷାରେ ଅନୁବାଦ :
Having an easygoing and cheerful disposition.
Too good-natured to resent a little criticism.