ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରତ   ବିଶେଷ୍ୟ

ଅର୍ଥ : ଯେଉଁ ମୁନି ନାଟ୍ୟଶାସ୍ତ୍ରର ପ୍ରଧାନ ଆଚାର୍ଯ୍ୟ ଥିଲେ

ଉଦାହରଣ : ଭରତ ମୁନି ନାଟ୍ୟଶାସ୍ତ୍ରରେ ବହୁତ ବଡ଼ ପଣ୍ଡିତ ଥିଲେ

ସମକକ୍ଷ : ଭରତ ମୁନି


ଅନ୍ୟ ଭାଷାରେ ଅନୁବାଦ :

नाट्यशास्त्र के प्रधान आचार्य एक मुनि।

भरत मुनि नाट्यशास्त्र के बहुत बड़े ज्ञाता थे।
भरत, भरत मुनि

ଅର୍ଥ : ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମିତ ଦୁଷ୍ମନ୍ତଙ୍କ ପୁତ୍ର

ଉଦାହରଣ : ଭରତ ବାଲ୍ୟାବସ୍ଥାରେ ସିଂହଶାବକଙ୍କ ସହିତ ଖେଳୁଥିଲେ

ସମକକ୍ଷ : ଶାକୁଂତଳେୟ, ଶାକୁନ୍ତେଳୟ


ଅନ୍ୟ ଭାଷାରେ ଅନୁବାଦ :

शकुन्तला के गर्भ से उत्पन्न दुष्यंत के पुत्र।

भरत बाल्यावस्था में सिंहनी के बच्चों के साथ खेला करते थे।
भरत, शाकुंतलेय, शाकुन्तलेय

An imaginary being of myth or fable.

mythical being

ଅର୍ଥ : ରାମଙ୍କ ପୂର୍ବଜ ଏବଂ ଧୃବସନ୍ଧିଙ୍କ ପୁତ୍ର ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା

ଉଦାହରଣ : ସଗର ଭରତଙ୍କର ପୌତ୍ର ଥିଲେ


ଅନ୍ୟ ଭାଷାରେ ଅନୁବାଦ :

इक्ष्वाकु वंश के एक राजा जो राम के पूर्वज थे और ध्रुवसन्धि के पुत्र थे।

सगर भरत के पौत्र थे।
भरत

An imaginary being of myth or fable.

mythical being

ଅର୍ଥ : କୈକେୟୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ରାଜା ଦଶରଥଙ୍କ ପୁଅ

ଉଦାହରଣ : ଭରତ ରାମଙ୍କର ସାନ ଭାଇ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

राजा दशरथ के पुत्र जो कैकेयी के गर्भ से उत्पन्न हुए थे।

भरत राम के छोटे भाई थे।
भरत

An imaginary being of myth or fable.

mythical being