ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଙ୍ଗାଇଟାପଥରଗଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଙ୍ଗାଇଟାପଥରଗଦା   ବିଶେଷ୍ୟ

ଅର୍ଥ : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା

ଉଦାହରଣ : ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା

ସମକକ୍ଷ : ଭଗ୍ନାବଶେଷ


ଅନ୍ୟ ଭାଷାରେ ଅନୁବାଦ :

टूटी-फूटी वस्तुएँ जैसे गिरी हुई इमारत की ईंटें, पत्थर आदि या उनका ढेर।

मलबे से दो लाशें निकाली गयीं।
मलबा, मलमा

The remains of something that has been destroyed or broken up.

debris, detritus, dust, junk, rubble