ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାଇଥିବା
ଉଦାହରଣ : ପକ୍ଷୀ ଭକ୍ଷିତ ଫଳରେ ସାରା ବଗିଚା ବିଛେଇ ହୋଇ ପଡିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
खाया हुआ।
ଅର୍ଥ : ଗିଳା ଯାଇଥିବା
ଉଦାହରଣ : ରାହୁ ଓ କେତୁଦ୍ୱାରା ଗ୍ରସ୍ତ ଜହ୍ନ ଆକାଶରେ ଦିଶୁନାହିଁ
ସମକକ୍ଷ : ଗ୍ରସ୍ତ, ଗ୍ରାସିତ
निगला हुआ।
ସଂସ୍ଥାପନ କରନ୍ତୁ