ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭକ୍ତି   ବିଶେଷ୍ୟ

ଅର୍ଥ : ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ

ଉଦାହରଣ : ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ


ଅନ୍ୟ ଭାଷାରେ ଅନୁବାଦ :

देवी-देवता या ईश्वर के प्रति होने वाला विशेष प्रेम।

ईश्वर के प्रति भक्ति होनी चाहिए।
भक्ति

(Hinduism) loving devotion to a deity leading to salvation and nirvana. Open to all persons independent of caste or sex.

bhakti

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ଭକ୍ତିର ପ୍ରତ୍ୟେକ ପାଦରେ ତଗଣ, ୟଗଣ ଏବଂ ଶେଷରେ ଦୁଇଟି ଗୁରୁ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

भक्ति के प्रत्येक चरण में तगण, यगण एवं अंत में दो गुरु होते हैं।
भक्ति

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ

ଉଦାହରଣ : ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି

ସମକକ୍ଷ : ଭକ୍ତିଭାବ


ଅନ୍ୟ ଭାଷାରେ ଅନୁବାଦ :

किसी बड़े के प्रति होनेवाली श्रद्धा या आदर भाव।

संत,महात्माओं ने ज्ञान प्राप्त करने के लिए गुरु के प्रति भक्ति का होना आवश्यक बतलाया है।
भक्ति, भक्ति-भाव

A feeling of profound love and admiration.

adoration, worship