ଅର୍ଥ : ଯେଉଁ ଜାତିର ସଦସ୍ୟମାନେ କାଠରେ ଜିନିଷଆଦି ତିଆରି କରନ୍ତି
ଉଦାହରଣ :
କ୍ରମେକ୍ରମେ ବଢ଼େଇ ଜାତି ନିଜ ପେଶା ଠାରୁ ଦୂରେଇ ଯାଉଛନ୍ତି
ସମକକ୍ଷ : ବଢ଼େଇ, ମହାରଣା, ମାହାରେଣା
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati