ଅର୍ଥ : ମହାନ୍ ହେବାର ଅବସ୍ଥା ବା ଭାବ
ଉଦାହରଣ :
ହିନ୍ଦୀ ସାହିତ୍ୟରେ ପ୍ରେମ୍ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
ସମକକ୍ଷ : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ିମା, ମହତ୍ୱ, ମହାନତା, ମହିମା, ଶ୍ରେଷ୍ଠତ୍ୱ
ଅନ୍ୟ ଭାଷାରେ ଅନୁବାଦ :
महान होने की अवस्था या भाव।
हिन्दी साहित्य में प्रेमचन्द की महानता को झुठलाया नहीं जा सकता।The property possessed by something or someone of outstanding importance or eminence.
greatness, illustriousnessଅର୍ଥ : ମହତ୍ୱ ବଢ଼ିବାର ଭାବ
ଉଦାହରଣ :
ଦେଶର ଗୌରବ ଦେଶବାସୀଙ୍କ ହାତରେ
ସମକକ୍ଷ : ଗରିମା, ଗୌରବ, ମର୍ଯ୍ୟାଦା, ମହାତ୍ମ୍ୟ, ମହିମା
ଅନ୍ୟ ଭାଷାରେ ଅନୁବାଦ :
The quality of being magnificent or splendid or grand.
For magnificence and personal service there is the Queen's hotel.ଅର୍ଥ : ଯେଉଁଠାରୁ ନିଜର ବଡ଼ପଣ ବା ଟେକର ଉଦ୍ଦେଶ୍ୟ ନେଇ ଆରମ୍ଭ ଏବଂ ଶେଷ ହୋଇଥାଏ
ଉଦାହରଣ :
ମୁଁ ନିଜର ବଡ଼ପଣରୁ କଦାପି ଦୂରକୁ ଯାଉନାହିଁ
ସମକକ୍ଷ : ବୁନିୟାଦ
ଅନ୍ୟ ଭାଷାରେ ଅନୁବାଦ :