ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଡ଼ଚୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଡ଼ଚୁଲି   ବିଶେଷ୍ୟ

ଅର୍ଥ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ

ଉଦାହରଣ : ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି

ସମକକ୍ଷ : ଖନ୍ଦା


ଅନ୍ୟ ଭାଷାରେ ଅନୁବାଦ :

वह बहुत बड़ा चूल्हा जिस पर गन्ने के रस को पकाकर गुड़ बनाया जाता है।

रामधारी गुलौर पर रखे कड़ाह में गन्ने का रस डाल रहा है।
गुलवर, गुलौर, गुलौरा