ଅର୍ଥ : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଯେଉଁଟିକୁ ସର୍ବଶରୀରବ୍ୟାପୀ ବୋଲି କୁହାଯାଇଛି
ଉଦାହରଣ :
ବ୍ୟାନବାୟୁଦ୍ୱାରା ମୁଖ୍ୟତଃ ଶରୀରରେ ରସ ସଂଚାଳନ ହୁଏ ଏବଂ ଏହା ମଧ୍ୟ ସ୍ୱେଦ ଓ ରକ୍ତ ସ୍ରାବ କରେ
ସମକକ୍ଷ : ବ୍ୟାନ
ଅନ୍ୟ ଭାଷାରେ ଅନୁବାଦ :
शरीर में स्थित पंचवायु में से एक जिसे सर्वशरीर व्यापी बताया गया है।
व्यान वायु द्वारा मुख्य रूप से शरीर में रस के संवहन का कार्य किया जाता है तथा यह स्वेद और रुधिर का स्राव भी करता है।