ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟସ୍ତ   ବିଶେଷଣ

ଅର୍ଥ : ଭିଡ଼ଭାଡ଼ ଅବସ୍ଥା ବା ଯେଉଁଠାରେ କିଛି କାର୍ଯ୍ୟ ହେଉଥାଏ

ଉଦାହରଣ : ମୁମ୍ବାଈ ଗୋଟିଏ ବ୍ୟସ୍ତ ସହର


ଅନ୍ୟ ଭାଷାରେ ଅନୁବାଦ :

भीड़-भाड़वाला या जहाँ कुछ कार्य हो रहे हों।

मुम्बई एक व्यस्त शहर है।
व्यस्त

Crowded with or characterized by much activity.

A very busy week.
A busy life.
A busy street.
A busy seaport.
busy

ଅର୍ଥ : ଯେ କୌଣସି କାର୍ଯ୍ୟରେ ଲାଗି ଥାଏ ବା ବ୍ୟସ୍ତ ଥାଏ

ଉଦାହରଣ : ବ୍ୟସ୍ତ ଜୀବନ ସତ୍ତ୍ୱେ ବି ସେ ବ୍ୟାୟାମ କରିବାକୁ ସମୟ ବାହାର କରେ


ଅନ୍ୟ ଭାଷାରେ ଅନୁବାଦ :

जो किसी कार्य में रत या लगा हो।

व्यस्त जीवन के बाद भी वह व्यायाम के लिए समय निकाल लेता है।
मसरूफ, मसरूफ़, व्यस्त

Actively or fully engaged or occupied.

Busy with her work.
A busy man.
Too busy to eat lunch.
busy