ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଭିଚାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଭିଚାରୀ   ବିଶେଷ୍ୟ

ଅର୍ଥ : ବ୍ୟଭିଚାର କରୁଥିବା ବ୍ୟକ୍ତି

ଉଦାହରଣ : ବ୍ୟଭିଚାରୀକୁ ସମାଜ ହେୟ ଦୃଷ୍ଟିରେ ଦେଖେ

ସମକକ୍ଷ : ଦୁଶ୍ଚରିତ୍ର ବ୍ୟକ୍ତି


ଅନ୍ୟ ଭାଷାରେ ଅନୁବାଦ :

व्यभिचार करनेवाला व्यक्ति।

व्यभिचारी को समाज में हेय दृष्टि से देखा जाता है।
अय्याश, ऐयाश, ज़िनाकार, जिनाकार, दुश्चरित्र व्यक्ति, पटेबाज, पटेबाज़, परदारी, पुंश्चल, व्यभिचारी, व्यभिचारी व्यक्ति

Someone who commits adultery or fornication.

adulterer, fornicator

ଅର୍ଥ : କାମ ବାସନାରେ ଅତ୍ୟଧିକ ଲିପ୍ତ ରହୁଥିବା ବ୍ୟକ୍ତି

ଉଦାହରଣ : କାମୁକକୁ ଜୀବନର ସୁଖ କାମବାସନାରେ ହିଁ ଦେଖାଯାଏ

ସମକକ୍ଷ : କାମୁକ, ଚରିତ୍ରହୀନ, ବିଟ, ବିଟପ, ଲମ୍ପଟ


ଅନ୍ୟ ଭାଷାରେ ଅନୁବାଦ :

काम वासना में अत्यधिक लिप्त रहने वाला व्यक्ति।

कामुक को जीवन का सुख काम वासना में ही दिखाई पड़ता है।
अनुक, इश्क-बाज, इश्कबाज, इश्क़-बाज़, इश्क़बाज़, कामकूट, कामी, कामुक, नागरीट, नागवीट, भोगी, मधुकर, रंगरसिया, रङ्गरसिया, लंपट, लम्पट, विलासी, विषयी, शोहदा

ବ୍ୟଭିଚାରୀ   ବିଶେଷଣ

ଅର୍ଥ : ଭ୍ରଷ୍ଟାଚାର ଯୋଗ୍ୟ

ଉଦାହରଣ : ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା

ସମକକ୍ଷ : ଭ୍ରଷ୍ଟାଚାରୀ


ଅନ୍ୟ ଭାଷାରେ ଅନୁବାଦ :

भ्रष्ट करने योग्य।

तस्कर भ्रष्टणीय पुलिस अधिकारी को बहुत सारा धन देने का लालच दे रहा था।
भ्रष्टणीय

Capable of being corrupted.

Corruptible judges.
Dishonest politicians.
A purchasable senator.
A venal police officer.
bribable, corruptible, dishonest, purchasable, venal

ଅର୍ଥ : ଯେ ବ୍ୟଭିଚାର କରେ

ଉଦାହରଣ : ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ

ସମକକ୍ଷ : କାମୁକ, ଚରିତ୍ରହୀନ, ଦୁଶ୍ଚରିତ୍ର


ଅନ୍ୟ ଭାଷାରେ ଅନୁବାଦ :

जो व्यभिचार करता हो।

आदिवासियों ने एक व्यभिचारी कर्मचारी को पकड़कर बहुत ही पीटा।
अन्यग, अन्यगामी, अय्याश, ऐयाश, कामी, कामुक, ज़िनाकार, जिनाकार, दुश्चरित, पारदारिक, बदकार, बदचलन, व्यभिचारी

Not faithful to a spouse or lover.

Adulterous husbands and wives.
A two-timing boyfriend.
adulterous, cheating, two-timing