ଅର୍ଥ : କୌଣସି କଥା କିମ୍ବା ଘଟଣାରୁ ମନରେ କଷ୍ଟ ହେବା
ଉଦାହରଣ :
ଆପଣଙ୍କ କାର୍ଯ୍ୟରେ ମୁଁ ଅତ୍ୟଧିକ ବ୍ୟଥିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଚାନକ କଷ୍ଟ ବା ପୀଡ଼ା ହେବାରୁ ବିକଳ ହେବା
ଉଦାହରଣ :
ମିଛ ଦୋଷାରୋପ ଶୁଣି ସେମାନେ ବ୍ୟଥିତ ହେଲେ
ସମକକ୍ଷ : ବ୍ୟଥାତୁର ହେବା, ମନସ୍ତାପ କରିବା
ଅନ୍ୟ ଭାଷାରେ ଅନୁବାଦ :