ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଂଜନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଂଜନା   ବିଶେଷ୍ୟ

ଅର୍ଥ : ଶବ୍ଦର ଯେଉଁ ଶକ୍ତିଦ୍ୱାରା ବାଚ୍ୟାର୍ଥ ଓ ଲକ୍ଷାର୍ଥ ବ୍ୟତୀତ କିଛି ବିଶେଷ ଅର୍ଥ ପରିପ୍ରକାଶ ହୁଏ

ଉଦାହରଣ : ବ୍ୟଞ୍ଜନା କାରଣରୁ ସକାଳ ହୋଇଗଲାରେ ଭିନ୍ନଭିନ୍ନ ଲୋକେ ଭିନ୍ନଭିନ୍ନ ଅର୍ଥ ନିର୍ଣ୍ଣୟ କରନ୍ତି

ସମକକ୍ଷ : ବ୍ୟଞ୍ଜନା


ଅନ୍ୟ ଭାଷାରେ ଅନୁବାଦ :

शब्द की वह शक्ति जिससे वाच्यार्थ और लक्ष्यार्थ के सिवा कुछ विशेष अर्थ निकलते हैं।

व्यंजना के कारण सवेरा हो गया से अलग-अलग लोग अलग-अलग अर्थ निकालते हैं।
व्यंजना, व्यञ्जना

A word or phrase that particular people use in particular situations.

Pardon the expression.
expression, locution, saying