ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ଲାଉଜ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ଲାଉଜ୍‌   ବିଶେଷ୍ୟ

ଅର୍ଥ : ସ୍ତ୍ରୀଲୋକଙ୍କ ଗଳାରୁ ଆରମ୍ଭ କରି ଅଣ୍ଟା ପର୍ଯ୍ୟନ୍ତ ଏକ ପୋଷାକ ଯାହା ଶାଢ଼ୀ ସହିତ ପିନ୍ଧାଯାଏ

ଉଦାହରଣ : ଶ୍ୟାମା ରେଶମୀ ଶାଢ଼ୀ ଓ ବ୍ଲାଉଜ୍‌ ପିନ୍ଧି ବହୁତ ସୁନ୍ଦର ଲାଗୁଥିଲା


ଅନ୍ୟ ଭାଷାରେ ଅନୁବାଦ :

स्त्रियों का गले से लेकर कमर तक का एक पहनावा जो साड़ी आदि के साथ पहना जाता है।

श्यामा रेशमी साड़ी और ब्लाउज़ में बहुत ही ख़ूबसूरत लग रही थी।
ब्लाउज, ब्लाउज़

A top worn by women.

blouse